Activity କାର୍ଯ୍ୟକ୍ରମ |
Date ତାରିଖ |
---|---|
Notifications to schools (ବିଦ୍ୟାଳୟଗୁଡ଼ିକୁ ସୂଚନା) |
|
Engagement with schools (Spot Quiz and MCQ Assessment) (ବିଦ୍ୟାଳୟଗୁଡ଼ିକରେ ସ୍ପଟ୍ କ୍ୱିଜ୍ ଏବଂ ଏକାଧିକ ବିକଳ୍ପ ପ୍ରଶ୍ନୋତ୍ତର {ଏମସିକ୍ୟୁ} ପରୀକ୍ଷାର ଆୟୋଜନ) |
|
Online Assessment (ଅନଲାଇନ୍ ମାଧ୍ୟମରେ ପରୀକ୍ଷା) |
|
Evaluation of MCQ Assesment Papers (ଏକାଧିକ ବିକଳ୍ପ ପ୍ରଶ୍ନୋତ୍ତର {ଏମସିକ୍ୟୁ} ପ୍ରଶ୍ନପତ୍ରର ମୂଲ୍ୟାଙ୍କନ) |
|
Declaration of Results of District Toppers (ଏକାଧିକ ବିକଳ୍ପ ପ୍ରଶ୍ନୋତ୍ତର {ଏମସିକ୍ୟୁ} ପ୍ରଶ୍ନପତ୍ରର ମୂଲ୍ୟାଙ୍କନ) |
|
Grand Finale at Bhubaneswar, Odisha (ଓଡ଼ିଶାର ଭୁବନେଶ୍ୱରରେ ଗ୍ରାଣ୍ଡ ଫାଇନାଲ୍ କାର୍ଯ୍ୟକ୍ରମର ଆୟୋଜନ) |
Tata Steel Young Astronomer Talent Search (YATS) organised in association with Pathani Samanta Planetarium, Bhubaneswar, has completed 18 years of opening young minds to the wonders of astronomy! It is aimed at educating the students of Odisha about the contributions of the legendary astronomer, Pathani Samanta. YATS seeks to identify and promote the talents of school students in the field of space science.
ଟାଟା ଷ୍ଟିଲ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟସ୍) କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍ ସହଭାଗିତାରେ ଆୟୋଜନ କରାଯାଉଛି। ୟାଟସ୍ କାର୍ଯ୍ୟକ୍ରମ ଜ୍ୟୋତିର୍ବିଜ୍ଞାନର ରହସ୍ୟ ସମ୍ପର୍କରେ ଯୁବ ପ୍ରତିଭାମାନଙ୍କ ଜ୍ଞାନ ପରିସୀମାକୁ ବୃଦ୍ଧି କରିବା ଦିଗରେ ୧ ୮ ବର୍ଷ ପୁରଣ କରିଛି। କିମ୍ବଦନ୍ତୀ ପୁରୁଷ ଜ୍ୟୋତିର୍ବିଜ୍ଞାନୀ ପଠାଣି ସାମନ୍ତଙ୍କ, ଅନ୍ତରୀକ୍ଷ ବିଜ୍ଞାନ ପ୍ରତି ରହିଥିବା ଅତୁଳନୀୟ ଅବଦାନ ସମ୍ପର୍କରେ, ଓଡ଼ିଶାର ବିଦ୍ୟାଳୟରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଅବଗତ କରାଇବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ। ଅନ୍ତରୀକ୍ଷ ଓ ଜ୍ୟୋତିର୍ବିଜ୍ଞାନ କ୍ଷେତ୍ରରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପ୍ରତିଭା ଚିହ୍ନଟ ଓ ସେମାନଙ୍କୁ ପ୍ରୋତ୍ସାହିତ କରିବା ପାଇଁ ୟାଟସ୍ ଆୟୋଜନ କରାଯାଉଛି ।
This year YATS will be conducted in hybrid mode! It will be conducted physically in different schools and students also can participate virtually. Take the test to get shortlisted for the Grand Finale. The winners will win exciting prizes! Stay tuned for more details.
ଚଳିତ ବର୍ଷ ହାଇବ୍ରିଡ଼ ମୋଡ଼ରେ ୟାଟସ୍ ର ଆୟୋଜନ କରାଯିବ! ଏହି କାର୍ଯ୍ୟକ୍ରମଟି ରାଜ୍ୟର ବିଭିନ୍ନ ବିଦ୍ୟାଳୟଗୁଡ଼ିକରେ ଆୟୋଜନ କରାଯିବ। ଆଗ୍ରହୀ ଛାତ୍ରଛାତ୍ରୀମାନେ ଭର୍ଚୁଆଲ ମଞ୍ଚ ଜରିଆରେ ମଧ୍ୟ ଏଥିରେ ଅଂଶଗ୍ରହଣ କରିପାରିବେ। ଗ୍ରାଣ୍ଡ ଫିନାଲେରେ ନିଜକୁ ଅନ୍ତର୍ଭୁକ୍ତ କରିବା ପାଇଁ ପରୀକ୍ଷାରେ ଭାଗ ନିଅନ୍ତୁ। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଜିତିପାରିବେ ଆକର୍ଷଣୀୟ ପୁରସ୍କାର ! ଅଧିକ ବିବରଣୀ ପାଇଁ ଆମ ସହିତ ସମ୍ପର୍କରେ ରୁହନ୍ତୁ ।
Pathani Samanta Planetarium, Bhubaneswar is a premier institute of Odisha promoting science, astronomy, astrophysics and space science under the administrative control of the Science and Technology Department, Government of Odisha. It has advanced digital planetarium projection system imported from USA. Till date, the planetarium has presented more than 20 different kinds of programmes. Apart from regular shows, other activities such as Wonders of Universe, Mysteries of Night Sky, Earth Moon Sun, IBEX Search for Edge of Universe, Journey to Chocolate Planet, Secrets of Sun and more are also organised by the planetarium.
ଓଡ଼ିଶା ସରକାରଙ୍କ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗର ପ୍ରଶାସନିକ ନିୟନ୍ତ୍ରଣରେ ଥିବା ଭୁବନେଶ୍ୱର ସ୍ଥିତ ପଠାଣି ସାମନ୍ତ ପ୍ଲାନେଟାରିୟମ୍, ବିଜ୍ଞାନ, ଅନ୍ତରୀକ୍ଷ ବିଜ୍ଞାନ, ଆଷ୍ଟ୍ରୋ ଫିଜିକ୍ସକୁ ଜନପ୍ରିୟ କରିବା କ୍ଷେତ୍ରରେ ଓଡ଼ିଶାର ଏକ ପ୍ରମୁଖ ଅନୁଷ୍ଠାନ। ପଠାଣି ସାମନ୍ତ ପ୍ଲାନେଟାରିୟମ୍ ରେ ଆମେରିକାରୁ ଅଣାଯାଇଥିବା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଡିଜିଟାଲ ପ୍ରୋଜେକ୍ସନ୍ ସିଷ୍ଟମ୍ ବ୍ୟବହୃତ ହୋଇଛି। ବର୍ତ୍ତମାନ ସୁଦ୍ଧା ପ୍ଲାନେଟାରିୟମ୍ ଲୋକମାନଙ୍କ ପାଇଁ ବିଭିନ୍ନ ପ୍ରକାରର ୨୦ରୁ ଅଧିକ କାର୍ଯ୍ୟକ୍ରମ ଆୟୋଜନ କରିସାରିଛି। ନିୟମିତ ଶୋ ବ୍ୟତୀତ ପ୍ଲାନେଟାରିୟମ୍ ରେ ବ୍ରହ୍ମାଣ୍ଡର ବିସ୍ମୟ, ରାତି ଆକାଶର ରହସ୍ୟ, ପୃଥିବୀ, ଚନ୍ଦ୍ର, ସୂର୍ଯ୍ୟ, ବ୍ରହ୍ମାଣ୍ଡର ପରିସୀମା ସମ୍ପର୍କରେ ଜାଣିବା ପାଇଁ ଆଇବିଏକ୍ସ ଅନ୍ୱେଷଣ, ଚକ୍ ଲେଟ୍ ଗ୍ରହକୁ ଯାତ୍ରା, ସୂର୍ଯ୍ୟର ରହସ୍ୟ ଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
“I joined YATS because of my interest in ISRO's missions and the engineering behind each component. I aspire to develop electronic components for ISRO, advancing semiconductor technology in our country. YATS allowed me to explore my passion for space by facilitating meeting with eminent scientists, and visiting ISRO facilities. It was an unforgettable experience that deepened my understanding of satellites and ISRO's inner workings, and I made many like-minded friends dedicated to advancing our nation's space programme.” Asutosh AcharyaGMR Varalakshmi DAV Public School, Dhenkanal
I participated in YATS due to my interest in astronomy and space technology. I plan to pursue aeronautical engineering and research and Tata Steel’s YATS programme has been crucial in my journey. Visiting the Vikram Sarabhai Space Research Center and ISRO was a dream come true. I was overwhelmed by the instruments used in satellites, Chandrayaan, and Mangalyaan. The trip was incredibly informative and I am grateful for the opportunity.” Ranesh SwainDAV Public School MCL Kalinga Area, Talcher, Angul
YATS (Young Astronomer Talent Search) the examination which provides the students of Odisha the opportunity to visit ISRO and fulfil their dreams has helped me a lot. I was motivated by the fact that I will get the golden opportunity to visit ISRO which is a rare opportunity and not everyone gets it. YATS helped me to develop my thinking skill, it gave us the opportunity to visit ISRO Ahmedabad and learn about how the various work is done. Ananya SinghDev International School, Jajpur